ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି।

ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଧରିବେ ପ୍ରଚାର ମଙ୍ଗ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ମାରାଥନ ସଭା ଓ ରୋଡ ଶୋ କରିବାର ରହିଛି କାର୍ଯ୍ୟକ୍ରମ। ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ତେଣୁ ଶେଷ ଦିନରେ ପୁରା ଦମ୍ ଲଗାଇବେ ସବୁ ରାଜନୈତିକ ଦଳ। ଓଡ଼ିଆ ବହୁଳ ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଲୋଡ଼ିବେ ଜନତାଙ୍କ ସମର୍ଥନ।

Leave a Reply

Your email address will not be published. Required fields are marked *