ବରଷକେ ଥରେ ଆସିଛି ରଜ । ସବୁଠି ଚାଲିଛି ସଜବାଜ ।
ଆଜି ପହିଲି ରଜ । ସ୍ନେହ ଶ୍ରଦ୍ଧା ,ଭାଇଚାରା ,ମଉଜ ମଜଲିଶ ଓଡିଆର ପର୍ବ ରଜ । ଗାଁ ଠୁ ସହର ଯାଏ ସବୁଆଡେ ଉତ୍ସବର ମାହୋଲ । ପିଠାପଣା ,ନାଚ ଗୀତ ସାଙ୍ଗକୁ ନୂଆ ବସ୍ତ୍ର ପିନ୍ଧି ,ରଜପାନ ଖାଇ ଡୋଲି ଖେଳିବେ ସମସ୍ତେ ।