ମହିଳା ଦିବସରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରାର ଦ୍ଵିତୀୟ କିସ୍ତି ଟଙ୍କା । ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଇବେ ମୁଖ୍ୟମନ୍ତ୍ରୀ । ଗୋଟିଏ ଦିନରେ ୧ କୋଟି ୬୪ ହଜାର ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ୫୦ ହଜାର ୩୫୪ ହିତାଧିକାରୀଙ୍କୁ ମିଳିବ ଟଙ୍କା ।