ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଶ ବିଦେଶରୁ ମିଳିଥିବା ୬୦୦ରୁ ଅଧିକ ଉପହାରକୁ ନିଲାମ କରାଯିବ l ମିଳିଥିବା ଉପହାରକୁ ପାଇବା ପାଇଁ https://pmmementos.gov.in/ ଲିଙ୍କ୍ରେ ନିଜର ପଞ୍ଜିକରଣ କରି ନିଲାମ ପ୍ରକ୍ରିୟାରେ ଯୋଡି ହୋଇ ପାରିବେ l

Sense and Sensible