ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି

ଝାରସୁଗୁଡା, ବୌଦ୍ଧ, ସମ୍ବଲପୁର ଓ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ରହିବ। ଉପକୂଳ ଓଡ଼ିଶା ସମେତ ନୟାଗଡ, ଗଂଜାମ ଓ ଗଜପତିରେ ଗରମ୍ ଓ ଗୁଳୁଗୁଳି ନାକେଦମ୍ କରିବ। ତେବେ, ଆସନ୍ତୁ ଜାଣିବା ପାଣିପାଗ ବିଭାଗ ବିଜୁଳି ଘଡଘଡି ନେଇ କେଉଁ ସବୁ ଜିଲ୍ଲାକୁ ଆଜି ଆଲର୍ଟ ଜାରି କରିଛି। ଆସନ୍ତାକାଲି ଠାରୁ ରାଜ୍ୟରେ କାଳବୈଶାଖିର ପ୍ରଭାବ ବଢିବ। ବିଜୁଳି ଘଡ଼ଘଡି ସହ ୫୦ ରୁ ୬୦ କିମି ବେଗରେ ପବନ ବହିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।

Leave a Reply

Your email address will not be published. Required fields are marked *