କ୍ରୁଜ୍ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପାଇଁ ୟୁକ୍ରେନର ଯୋଜନା ରୁଷ୍ର ଚିନ୍ତାର କାରଣ ବନିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ରୁଷ୍ର ପରମାଣୁ କ୍ଷମତା ସଂକ୍ରାନ୍ତରେ ଶୀର୍ଷ ସୁରକ୍ଷା ପରିଷଦ ସହିତ ଏକ ଗୁପ୍ତ ବୈଠକ କରିଥିବା ସୂୂଚନା ମିଳିଛି ।
Sense and Sensible