ସରଣ୍ଡାରେ ସର୍ଚ୍ଚ ଅପରେସନ ଜୋରଦାର

ସୁରକ୍ଷାବାହିନୀ ତିର୍ଲିପୋଷି ଜଙ୍ଗଲକୁ ଚାରିପାଖରୁ ଘେରି ରହିଛନ୍ତି । ଯେଉଁ ସ୍ଥାନରେ ବିସ୍ଫୋରକ ରଖାଯାଇଥିଲା ସେଠାରେ ବହୁସଂଖ୍ୟକ ମାଓବାଦୀ ‘ଆମୁସ’ କରି ରହିଥିଲେ । ୟୁନିଫର୍ମ ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀ ଜବତ କରାଯାଇଛି । ୭୦ଭାଗ ବିସ୍ଫୋରକର ମିଳିଛି ଠିକଣା ।

Leave a Reply

Your email address will not be published. Required fields are marked *