ଓଡିଶା କନିଷ୍ଠ ଶିକ୍ଷକ ସଂଘର ବିଶାଳ ଧାରଣା

ଲୋୟେର ପିଏମଜିରେ ଜୋରଦାର ଆନ୍ଦୋଳନ । ଧାରଣାରେ ସାମିଲ ହେଲେ ଶହ ଶହ କନିଷ୍ଠ ଶିକ୍ଷକ । ଠିକା ନିଯୁକ୍ତି ଉଚ୍ଛେଦ କରି ନିୟମିତ କରିବା ପାଇଁ ଦାବି ରଖିଛନ୍ତି ସରକାରଙ୍କ ଆଗରେ ।

Leave a Reply

Your email address will not be published. Required fields are marked *