କଳାହାଣ୍ଡିରେ ବଡଧରଣର ଦୁର୍ଘଟଣା

ସକାଳୁ ସକାଳୁ କଳାହାଣ୍ଡି କୋକସରାରେ ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛରେ ପିଟିଲା ବସ । ଜଣେ ଯାତ୍ରୀ ମୃତ , ୭ ଜଣ ଗୁରୁତର । ଭୁବନେଶ୍ଵରରୁ ଉମରକୋଟ ଯାଉଥିଲା ବସ । ୭ ଗୁରୁତର ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି । ଘଟଣାସ୍ଥଳରେ ଜୁନାଗଡ ପୋଲିସର ତଦନ୍ତ ।

Leave a Reply

Your email address will not be published. Required fields are marked *