ଆଜିଠୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇବା ହେବ ମହଙ୍ଗା। ଲିମିଟ ପରେ ଟଙ୍କା ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ । ୧୭ ଟଙ୍କା ବଦଳରେ ୧୯ ଟଙ୍କା ଗଣିବେ । ବାଲାନ୍ସ ଚେକ୍ କରିବା ଚାର୍ଜ ୯ ଟଙ୍କାକୁ ବୃଦ୍ଧି । ନନ୍ ମେଟ୍ରୋ ସହରରେ ୩ ଥର ଫ୍ରି ଟ୍ରାଞ୍ଜାକସନ ସୁବିଧା ।
Sense and Sensible