ଅବପାତ ହେଲା ଲଘୁଚାପ

ଟୁଇନସିଟି କଟକ ଭୁବନେଶ୍ଵରରେ ବର୍ଷା ଜାରି । କେନ୍ଦୁଝର ଓ ମୟୂରଭଞ୍ଜରେ ଅଧିକ ବର୍ଷା । କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ ଆଲର୍ଟ । ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଚ ଆଲର୍ଟ । ବରଗଡ , ଝାରସୁଗୁଡା , ସମ୍ବଲପୁର, ଦେବଗଡ , ଅନୁଗୁଳ , ସୁନ୍ଦରଗଡ, ବାଲେଶ୍ଵର ,ଭଦ୍ରକ , ଯାଜପୁର , ଢେଙ୍କାନାଳକୁ ଅରେଞ୍ଚ ଆଲର୍ଟ । ୨୮ତାରିଖ ଯାଏଁ ଜାରି ରହିବ ବର୍ଷା ।

Leave a Reply

Your email address will not be published. Required fields are marked *