ଆଇପିିଏସ ସ୍ତରରେ ଅଦଳବଦଳ

ଆଇପିିଏସ ସ୍ତରରେ ଅଦଳବଦଳ। ବଦଳିଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ବିନୋଦ ପାଟିଲ୍‌‌ ହେଲେ ମାଲକାନଗିରି ଏସପି, ରାହୁଲ ଗୋଏଲ ହେଲେ କଟକ ରେଲୱେ ଏସପି, ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗର ନିର୍ଦ୍ଦେଶ।

Leave a Reply

Your email address will not be published. Required fields are marked *