ଆଉ ଏକ ପ୍ଲେନ୍ କ୍ରାସ୍ ଟଳିଲା

ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ କୋଲକାତା ରେ ବିମାନର ଅବତରଣ । ସାନ ଫ୍ରାନସିସ୍କୋରୁ ମୁମ୍ବାଇ ଅଭିମୁଖେ ଆସୁଥିଲା ବିମାନ । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ କୋଲକାତାରେ ଓହ୍ଲାଇଲେ । ଭୋର ୫ ଟା ୨୦ ମିନିଟରେ ବିମାନରୁ ଓହ୍ଲାଇ ଥିଲେ ଯାତ୍ରୀ । ବାମ ପଟେ ଇଞ୍ଜିନରେ ତ୍ରୁଟି ଥିବା ଜଣା ପଡିଥିଲା । କୋଲକାତା ବିମାନ ବନ୍ଦରରେ ଯାତ୍ରୀଙ୍କୁ ଓହ୍ଲାଇବାକୁ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *