ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା ପାଗ ଦେଖି ସ୍କୁଲ ଛୁଟି ନିଷ୍ପତ୍ତି ନବା ପାଇଁ । ଖରା ଓ ଗରମକୁ ଦେଖି ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିଷ୍ପତ୍ତି,ପ୍ରବଳ ଖରା ଏବଂ ଗୁଳୁଗୁଳିକୁ ଦେଖି ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର । ପାଗ ଅନୁକୂଳ ଥିବା ଜିଲ୍ଲାରେ ଆଜିଠାରୁ ସକାଳ ସାଢେ ୬ରୁ ସାଢେ ୧୦ଟା ଯାଏ ଚାଲିବ ପାଠପଢା ।
