ଆଜିଠାରୁ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତତିନ ନାମଲେଖା ପାଇଁ ଆବେଦନ ହେବ । ଅପରାହ୍ନ ୪ ଟା ସମୟରୁ samsodisha.gov.in ୱେବସାଇଟ ମାଧ୍ୟମରେ ଜୁନ ୧୭ ପର୍ଯ୍ୟନ୍ତ ଏହି ଆବେଦନ କରିପାରିବେ ।