ଆଜି ଉପରାଷ୍ଟ୍ରପତି ନିର୍ବାଚନ

NDA ପକ୍ଷରୁ କିରଣ ରିଜିଜୁ ,ଶ୍ରୀକାନ୍ତ ଶିନ୍ଦେ ,ଓ ରାମମୋହନ ନାଇଡୁ ପୋଲିଂ ଏଜେଣ୍ଟ । ନାସିର ହୁସେନ ,ମାଣିକମ ଟାଗୋର ଓ ଶକ୍ତିସିଂହ ଗୋହିଲ ଇଣ୍ଡିମେଣ୍ଟର ପୋଲିଂ ଏଜେଣ୍ଟ । ଉପରାଷ୍ଟ୍ରପତି ପଦ ପାଇଁ ଏନଡ଼ିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର । ଏନଡ଼ିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ ଓ ଇଣ୍ଡିମେଣ୍ଟର ବି . ସୁଦର୍ଶନ ରେଡ୍ଡୀ ମଧ୍ୟରେ ଉପରାଷ୍ଟ୍ରପତି ନିର୍ବାଚନ ହବ । ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ ମାନେ ଭୋଟ ଦେବେ ।

Leave a Reply

Your email address will not be published. Required fields are marked *