ଗତ କିଛି ଦିନ ପୂର୍ବରୁ ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଥିଲା । ଗତ ଦୁଇରୁ ତିନି ଦିନ ପାଗ ଶୁଖିଲା ରହିଥିଲା । ପୁଣି ଆଜି କଟକ ଓ ଭୁବନେଶ୍ବରରେ ବର୍ଷା । ଆଜି ସକାଳୁ ପାଗ କୋହଲା ହେବ ସହ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି । ବର୍ଷାରେ କଟକ ଓ ଭୁବନେଶ୍ଵର ସ୍ଥିତି ବେହାଲ । ସକାଳୁ ବର୍ଷା ପାଇଁ ଲୋକମାନେ ମଧ୍ୟ ହନ୍ତସନ୍ତ ହେଉଛନ୍ତି ।