ପୁରୀ: ଆଜି ଖୋଲାଯାଇଛି ଭିତର ରତ୍ନଭଣ୍ଡାର । ରତ୍ନଭଣ୍ଡାରର ସମ୍ପତ୍ତି ର ହିସାବ ଏବେ ପ୍ରଶାସନ ପାଖରେ ରହିବ। ରତ୍ନଭଣ୍ଡାର ଖୋଲିବା ପରେ ଆନନ୍ଦର ସୀମା ନାହିଁ ।ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରକରାଯାଉଛି । ଭେଲଭେଟ କପଡ଼ାରେ କରାଯାଉଛି ସ୍ଥାନାନ୍ତର । ଖତଶେଯ ଘରକୁ କରାଯାଉଛି ସ୍ଥାନାନ୍ତର କରାଯାଉଛି । ଅତିସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଉଛି । ସନ୍ଧ୍ୟାସୁଦ୍ଧାସରିବ ସ୍ଥାନାନ୍ତର ପ୍ରକ୍ରିୟା ।
