ପବିତ୍ର ଘୋଷଯାତ୍ରାର ଆଜି ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ଗୋଟି ପହଣ୍ଡିରେ ରତ୍ନ ସିଂହାସନରେ ବିଜେ କରିବେ ଶ୍ରୀଜିଉ । କାଲି ରଥାରୂଢ ଶ୍ରୀବିଗ୍ରହଙ୍କ ପାଖରେ ଲାଗି ହେଲା ଅଧରପଣା । ଦେଉଳ ବାହାରେ ସରିଲା ମହାବାହୁଙ୍କ ଲୀଳା ଖେଳା । ଆଜି ନୀଳାଦ୍ରି ବିଜେରେ ନୀଳକନ୍ଦରର ବାହୁଡିବେ ଚତୁର୍ଦ୍ଧାମୂରତି ।
Sense and Sensible