ଆଜି ପଞ୍ଜିକା ସମୀକରଣ ବୈଠକ

ଆଜି ପୁରୀରେ ବସିବ ପଞ୍ଜିକା ସମୀକରଣ ବୈଠକ । ୨୦୨୫ – ୨୦୨୬ ବର୍ଷର ପଞ୍ଜିକା ସମୀକରଣ ବୈଠକ ବସିବ । ଦିନ ୧୨ ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ବିଭିନ୍ନ ପଞ୍ଜିକାରେ ତ୍ରୁଟିକୁ ନେଇ ଦେଖାଦେଇଛି ବିବାଦ । ଏହି ବୈଠକରେ ପଞ୍ଜିକାର ,ପୂଜାପଣ୍ଡା ନିଯୋଗ , ମୁକ୍ତିମଣ୍ଡପ ସଦସ୍ୟ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *