ଆଜି ବସିବ ନୀତି ଆୟୋଗ ବୈଠକ

ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ l ବିକଶିତ ଭାରତ ଉପରେ ହେବ ଚର୍ଚ୍ଚା, ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେବେ ଯୋଗ।

Leave a Reply

Your email address will not be published. Required fields are marked *