ଆଜି ଭାରତ ବନ୍ଦ

ଆଜି ଦେଶବ୍ୟାପୀ ଶ୍ରମିକ ଧର୍ମଘଟ । ୧୦ କେନ୍ଦ୍ରୀୟ ଟ୍ରେଡ ୟୁନିୟନକୁ ନେଇ ଗଠିତ ମଞ୍ଚ ପକ୍ଷରୁ ବନ୍ଦ ଡାକରା । ୨୫ କୋଟିରୁ ଅଧିକ ଶ୍ରମିକ ଧର୍ମଘଟରେ ସାମିଲ ହେବା ନେଇ ଆଶା । ଧର୍ମଘଟ ଯୋଗୁଁ ବିଶେଷ ପ୍ରଭାବିତ ହୋଇପାରେ ଖଣି ଓ କାରଖାନା । ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଓ ଆଉଟସୋର୍ସିଙ୍ଗ କୁ ବିରୋଧ । ବେକାରି ସମସ୍ୟାର ସ୍ଥାୟୀ ସମାଧାନ ଓ ଅଧିକ ନିଯୁକ୍ତି ସୃଷ୍ଟିର ମୁଖ୍ୟ ଦାବି ।

Leave a Reply

Your email address will not be published. Required fields are marked *