ଆଜି ହେଉଛି ବିଶ୍ଵ ସାଇକେଲ ଦିବସ । ପ୍ରତିବର୍ଷ ଜୁନ ୩ରେ ବିଶ୍ଵ ସାଇକେଲ ଦିବସ ପାଳନ କରାଯାଏ । ଏହି ଦିବସ ପାଳନ କରିବାର କଲ୍ପନା ପ୍ରଥମେ ଆମେରିକାରେ କାର୍ଯ୍ୟ କରୁଥିବା ପୋଲାଣ୍ଡ ଆମେରିକାର ସାମାଜିକ ବୈଜ୍ଞାନିକ ପ୍ରଫେସର ଲେସଜେକ ସିବିଲସ୍କିଙ୍କ ଦ୍ଵାରା କରଯାଇଥିଲା । ସାଇକେଲର ବ୍ୟବହାର ଦ୍ଵାରା ବାୟୁ ଓ ଶବ୍ଦ ପ୍ରଦୂଷଣ ହୋଇନଥାଏ , ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିଥାଏ । ତେଣୁ ଆଜିର ଦିନକୁ ସାରା ବିଶ୍ଵ ସାଇକେଲ ଦିବସ ରୂପେ ପାଳନ କରେ ।
