ପିଡିଏସ୍ ଦୁର୍ନୀତି ରୋକିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ। ଆରମ୍ଭ ହେଲା ଚାଉଳ ଏଟିଏମ୍। ଦେଶରେ ପ୍ରଥମ ଥର ପାଇଁ ଭୁବନେଶ୍ୱରର ମଞ୍ଚେଶ୍ୱର ଚାଉଳ ଗୋଦାମଠାରେ ଉଦଘାଟନ ହେଲା ଏଲନ୍ ଚାଉଳ ଏଟିଏମ୍ । ଏହି ଏଟିଏମ୍କୁ ଉଦ୍ଘାଟନ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
Sense and Sensible