ଆସନ୍ତାକାଲି ଭୋଟ ଗଣତି

ଆସନ୍ତାକାଲି ହେବ ଭୋଟ ଗଣତି । ସାମନାକୁ ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ । ପ୍ରଥମେ ଗଣାଯିବ ପୋଷ୍ଟାଲ ବାଲଟ , ଅଧଘଣ୍ଟା ପରେ ହେବ EVM କାଉଣ୍ଟିଂ । ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷାରେ ରହିଛି ଇଭିଏମ ଓ ଭିଭିପାଟ ।   

Leave a Reply

Your email address will not be published. Required fields are marked *