ଜାତିଗତ ଆକ୍ଷେପମୂଳକ ବୟାନ ଦେଇଥିବା ଅଭିଯୋଗରେ ଇନଫୋସିସ୍ର ସହ ପ୍ରତିଷ୍ଠାତା ସେନାପତି ଗୋପାଳକ୍ରିଷ୍ଣନ୍, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସେସର ପୂର୍ବତନ ନିର୍ଦ୍ଦେଶକ ବଳରାମ ପି ଏବଂ ଅନ୍ୟ ୧୬ ଜଣଙ୍କୁ ଗିରଫ କରିଛି ବେଙ୍ଗାଳୁରୁ ପୁଲିସ। ସମ୍ପୃକ୍ତ ପ୍ରତିଷ୍ଠାନର ଅନ୍ୟଜଣେ ଅଧ୍ୟାପକଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି।
