ଏଣିକି ଓଡ଼ିଶା‌ ଜଙ୍ଗଲ ଜଗିବେ ‘ଯୋଦ୍ଧା’ ଓ ‘ଥାର’

ବନ୍ୟଜନ୍ତୁ ଶିକାର ହେଉ ଅଥବା ବନାଗ୍ନି ସମୟରେ ନିଆଁଲିଭା କାର୍ଯ୍ୟରେ ବ୍ୟବହୃତ ହେବ ଏହି ଦୁଇ ଗାଡ଼ି। ଟାଟା କମ୍ପାନି ଦ୍ବାରା ପ୍ରସ୍ତୁତ ‘ଯୋଦ୍ଧା’ ଓ ମହିନ୍ଦ୍ରା କମ୍ପାନିର ‘ଥାର୍‌’ର ମୋଟ ୧୩୯ଟି ଗାଡ଼ିକୁ ଓଡ଼ିଶା ଜଙ୍ଗଲରେ କରାଗଲା ନିୟୋଜିତ l

Leave a Reply

Your email address will not be published. Required fields are marked *