ଏପ୍ରିଲ୍‍ ୨୦୨୬ ସୁଦ୍ଧା ମହାନଦୀ ଜଳ ବିବାଦ ନେଇ ଗଠିତ ଟ୍ରିବ୍ୟୁନାଲ୍‍ର ଶୁଣାଣି

ଏପ୍ରିଲ୍‍ ୨୦୨୬ ସୁଦ୍ଧା ମହାନଦୀ ଜଳ ବିବାଦ ନେଇ ଗଠିତ ଟ୍ରିବ୍ୟୁନାଲ୍‍ର ଶୁଣାଣି ଶେଷ ହେବ। ଗୁରୁବାର ଦିନ ଏଥି ନେଇ ପ୍ରାଧୀକରଣର ଅଧ୍ୟକ୍ଷ ବେଲା ଏମ୍‍ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ଉଭୟ ପକ୍ଷରୁ ସାକ୍ଷ ଗ୍ରହଣକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ଅଧ୍ୟକ୍ଷ। ଅଗଷ୍ଟ ୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଅଧ୍ୟକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *