Sense and Sensible
ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ବିଧାନସଭାରେ ଚାଲିବ ବିଧାୟକଙ୍କ ୱାର୍କସପ୍ । ଏହି ଅବସରରେ ନୂଆକରି ହୋଇଥିବା ସମସ୍ତ ବିଧାୟକମାନଙ୍କୁ ଜେପି ନଡ୍ଡା ଦେବେ ଗୁରଜ୍ଞାନ ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.