ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ହେବେ ସାମିଲ । ପ୍ରେସମିଟ ରେ ପ୍ରତାପ ଷଡଙ୍ଗୀଙ୍କ ସୂଚନା । ପୂର୍ବୋତ୍ତରର ବିକାଶରେ ଓଡିଶାର ପ୍ରମୁଖ ଭୂମିକା । ବିର୍ସା ମୁଣ୍ଡାଙ୍କୁ ଲୋକେ ଭଗବାନ ମନେ କରୁଛନ୍ତି । ଆମ ସରକାର ବିର୍ସା ମୁଣ୍ଡାଙ୍କୁ ନେଇ ବେଶ ଗମ୍ଭୀର । ସର୍ଦ୍ଦାର ପଟେଲଙ୍କୁ ଆମ ସରକାର ଗୁରୁତ୍ଵ ଦେଉଛି । ଦେଶକୁ ଏକତ୍ରିତ କରି ରଖିବାରେ ତାଙ୍କ ଭୂମିକା ସ୍ମରଣୀୟ ।
