ସକାଳ ୫ଟା ୩୬ରେ ନୂଆଦିଲ୍ଲୀରେ କମ୍ପନ । ଦିଲ୍ଲୀ ପରେ ଓଡିଶାରେ ଭୂମିକମ୍ପ ଝଟକା । ଓଡିଶାର ପୁରୀର ଭୂକମ୍ପ ଅନୁଭୂତ । ପୁରୀରେ ରିକ୍ଟର ସ୍କେଲରେ ୪ .୭ ଭୂକମ୍ପ ଅନୁଭୂତ । ସକାଳ ୮ ଟା ୦୨ ମିନିଟରେ ଭୂକମ୍ପ ହୋଇଥିଲା । କ୍ଷୟ କ୍ଷତିରେ କୌଣସି ସୂଚନା ନାହିଁ । ବିହାର ଓ ସିକ୍କିମରେ ମଧ୍ୟ ଭୂକମ୍ପ ଅନୁଭୂତ ।