Sense and Sensible
ବାଲେଶ୍ଵର ଫାଣ୍ଡି ଛକ ଓଭର ବ୍ରିଜ ନିକଟରେ ଲକ୍ଷ୍ମୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସରେ କେହି ଯାତ୍ରୀ ନଥିବାରୁ ବଡ ଅଘଟଣ ଟଳିଯାଇଛି । ସେପଟେ ବସ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.