କଟକ ଜିଲ୍ଲାର ଅଧା କଲେଜ କର୍ମଚାରୀଙ୍କ ଦରମା ବନ୍ଦ । ICC ରିପୋର୍ଟ ନ ଦେବାରୁ ଦରମା ବନ୍ଦ କରିଲେ ଜିଲ୍ଲାପାଳ । ICC ରିପୋର୍ଟ ନ ଦେବା ଯାଏଁ ମିଳିବନି ଦରମା । ଜିଲ୍ଲାର ୨୧୦ ମହାବିଦ୍ୟାଳୟକୁ ICC ରିପୋର୍ଟ ମଗାଯାଇଥିଲା । ଅଧାରୁ କମ କଲେଜ ଚିଠିର ଉତ୍ତର ଦେଇପାରିନାହାନ୍ତି । ସେଥିପାଇଁ କର୍ମଚାରୀଙ୍କ ଦରମା ବନ୍ଦ ରହିଛି ।