କାଲିଠାରୁ ଆରମ୍ଭ ହେବ ଉତ୍କର୍ଷ ଓଡିଶା ଓଡିଶା କନକ୍ଳେଭ। ଫୋକସରେ ଓଡିଆ ଯୁବକ ଯୁବତୀଙ୍କ ନିଯୁକ୍ତି । ଆଜି CII ପକ୍ଷରୁ ରହିଛି ପ୍ରାୟ ୫ ଟି ସେସନ । ଆବଶ୍ୟକତା ଦେଖି ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବ । ଓଡିଶାରେ ନିବେଶର ଗ୍ରହଣୀୟତା ବଢିବ । ଓଡିଶା ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ସ୍ଥାନୀତ ହେବ । ଓଡିଆ ଯୁବକ ଯୁବତୀଙ୍କୁ ପ୍ରାଥମିକତା ,ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ଵ । ୨ ଦିନ ଭିତରେ ୧୫ଟି ସ୍ଵତନ୍ତ୍ର ଅଧିବେଶନ । ଆସିବେ ମିତ୍ତଲ ,ବେଦାନ୍ତ ,jsw, tata ଭଳି କମ୍ପାନୀ । ୧୦୦ରୁ ଅଧିକ କମ୍ପାନୀ ସହ ହେବ MOU । ଯୋଗଦେବେ ୨୦ଦେଶର ୭୫୦୦ ପ୍ରତିନିଧି ।