Sense and Sensible
ଆଜି ଗୋଆ ମୁକ୍ତି ଦିବସ। ୧୯୬୧ ମସିହା ଆଜିର ଦିନରେ ପର୍ତ୍ତୁଗୀଜ ଉପନିବେଶରୁ ଗୋଆକୁ ମୁକ୍ତ କରାଇ ଭାରତର ଅଙ୍ଗ ଭାବେ ପରିଚୟ ପ୍ରଦାନ କରାଯାଇଥିଲା। ଏଥିଲାଗି ଗୋଆ ଲୋକେ ଏହାକୁ ମୁକ୍ତି ଦିବସ ଭାବେ ପାଳନ କରନ୍ତି। ଭାରତୀୟ ସେନାର ‘ଅପରେସନ୍ ବିଜୟ’ ଦ୍ୱାରା ଏହି ଦେଶ ମୁକ୍ତ ହୋଇଥିଲା ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.