ଚେନ୍ନାବ ବ୍ରିଜରେ ଗଡିଲା ବନ୍ଦେ ଭାରତ । ଜମ୍ମୁ କାଶ୍ମୀରରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ ।ବୈଷ୍ଣବୀ ଦେବୀ କଟରାରୁ ଶ୍ରୀନଗରକୁ ଗଡିଲା ବନ୍ଦେ ଭାରତ । ବିଶ୍ଵର ସର୍ବୋଚ୍ଚ ରେଲୱେ ବ୍ରିଜ ଚେନ୍ନାବ ଦେଇ ଗଲା ବନ୍ଦେ ଭାରତ । ପ୍ରଥମ କେବୁଲ ଷ୍ଟେଡ ବ୍ରିଜ ଅଂଜି ଦେଇ ଅତିକ୍ରମ କଲା ବନ୍ଦେ ଭାରତ । ଜମ୍ମୁ କାଶ୍ମୀରର ଥଣ୍ଡା ଜଳବାୟୁ ଅନୁସାରେ ଟ୍ରେନ ଡିଜାଇନ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଅଂଜି ଓ ଚେନ୍ନାବ ବ୍ରିଜ ।
