ଜୁଆ ଆଡ୍ଡାରେ ଚଢାଉ ବେଳେ ପୋଲିସକୁ ମାଡ଼

ଉମରକୋଟ : ରାଇଘର ବ୍ଲକ ଜୋଡେଙ୍ଗା ପଞ୍ଚାୟତ ଖାଡେଙ୍ଗା ଗାଁର ଘଟଣା । ଆକ୍ରମଣ କରିଥିବା ୧୦ ଯୁବକଙ୍କୁ ଗିରଫ କଲା ପୋଲିସ । ମଣ୍ଡେଇ ଉତ୍ସବ ବେଳେ ଚାଲିଥିଲା ଜୁଆ ଆଡ୍ଡା । ରେଡ ବେଳେ ପୋଲିସକୁ ଆକ୍ରମଣ କରିଥିଲେ କିଛି ଯୁବକ ।

Leave a Reply

Your email address will not be published. Required fields are marked *