ଆଇପିସି ,ସିଆରପିସି ଓ ଏଭିଡେନ୍ସ ଆକ୍ଟ ହଟିବ । ଜୁଲାଇ ୧ ରୁ ଦେଶ ରେ ଲାଗୁ ହବ ନୂଆ ପୋଲିସ ଆଇନ । ଭାରତୀୟ ନ୍ୟାୟ ସଂହିତା ,ନାଗରିକ ସଂହିତା ଓ ଭାରତୀୟ ସାକ୍ଷ୍ୟ ଆଇନ ମଧ୍ୟ ଲାଗୁ ହେବ । ସ୍ବରାଷ୍ଟ୍ର ମନ୍ତ୍ରାଳୟରେ ଡ଼ିଜିପିଙ୍କ ସହ ଆଲୋଚନା ହୋଇଛି ନୂଆ ଆଇନ କାର୍ଯ୍ୟକାରିତା ଉପରେ । ନୂଆ ନିୟମ ଲାଗୁ ପାଇଁ ଗୃହ ବିଭାଗରେ ପ୍ରସ୍ତୁତି ଚାଲିଛି ।
