ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଜାରିରହିଛି । ସିଇଓଙ୍କ ସୂଚନା ଅନୁସାରେ ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରିରହିଥିବା ବେଳେ ଏବେ ମଧ୍ୟ ଅନେକ ଜଣ ଲମ୍ବା ଲାଇନରେ ଆସି ସେମାନଙ୍କ ମତାଧିକାର ସାବ୍ୟସ୍ଥ କରୁଛନ୍ତି ।
ସକାଳ ୭ଟାରୁ ଝାରସୁଗଡା ଉପନିର୍ବାଚନ ପାଇଁ ମତଗ୍ରହଣ ଆରମ୍ଭ ହୋଇଛି । ୩ ଦଳର ପ୍ରାର୍ଥୀଙ୍କ ସହ ମଇଦାନରେ ୯ ଜଣ ପ୍ରାର୍ଥୀ ରହିଛନ୍ତି।
