କଟକ ବାରବାଟିରେ ଟିକେଟ ପାଇଁ ଠେଲାପେଲା ସ୍ଥିତି ।ଟିକେଟ ପାଇଁ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ । ଟିକେଟ ପାଇଁ ଲୋକେ କାଉଣ୍ଟର ଆଗରେ ଠେଲାପେଲା ଓ ଧସ୍ତାଧସ୍ତି। ଭିଡ ସାଙ୍ଗକୁ ଗୁଳୁଗୁଳି ସ୍ଥିତି ଯୋଗୁଁ ଲୋକେ ଅଚେତ । ଅଚେତ ହୋଇଗଲେ ଅନେକ ଯୁବକ । ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ନାକେଦମ । ଘଟଣାସ୍ଥଳରେ ପହଞ୍ଚିଲେ ପୁଲିସ ଡିସିପି ।