Sense and Sensible
ଡିସେମ୍ୱର ୨୦ରେ ରାଜ୍ୟସଭା ଉପ-ନିର୍ବାଚନ । ୪ ରାଜ୍ୟର ୬ଟି ଆସନ ପାଇଁ ହେବ ଉପ-ନିର୍ବାଚନ । ଡିସେମ୍ୱର ୩ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଡିସେମ୍ୱର ୧୦ ନାମାଙ୍କନ ଦାଖଲର ଶେଷ ତାରିଖ । ଓଡ଼ିଶାରେ ଗୋଟିଏ ଆସନ ପାଇଁ ହେବ ଭୋଟିଂ ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.