ଦୁଷ୍କର୍ମୀକୁ ୨୦ ବର୍ଷ ସଜା।

କେନ୍ଦୁଝର : ନାବାଳିକା ଦୁଷ୍କର୍ମ ମାମଲାରେ ୨୦ବର୍ଷ ସଜା । ଦୋଷୀ ଗୁଲସନ ମହାକୁଡକୁ ୨୦ବର୍ଷ ସଜା ଶୁଣାଇଲେ ପୋକ୍ସ କୋର୍ଟ । ୨୦୨୦ରେ ଝୁମ୍ପୁରା ଥାନା ଅଞ୍ଚଳରେ ଦୁଷ୍କର୍ମ ପାଇଁ ଦଣ୍ଡାଦେଶ । ପୀଡିତଙ୍କୁ ୭ଲକ୍ଷ କ୍ଷତିପୂରଣ ଦେବାକୁ DLSA କୁ ନିର୍ଦ୍ଦେଶ ।

Leave a Reply

Your email address will not be published. Required fields are marked *