ଚଳିତ ବର୍ଷ ଚାରିଦିନ ପାଳନ ହେବ ପଞ୍ଚୁକ ବ୍ରତ, ଅକ୍ଟୋବର ୧୮ରୁ ଏହି ପଞ୍ଚୁକ ବ୍ରତ ଆରମ୍ଭ ହେବ । ୧୫ ନଭେମ୍ବର ୨୦୨୪ କାର୍ତ୍ତିକ ବ୍ରତ ସମ୍ପୂର୍ଣ୍ଣ ହେବା ସହିତ ବୋଇତ ଭସାଣ କରାଯିବ। ନଭେମ୍ବର ୧୩ରେ ହେବ ଧବଳେଶ୍ଵରଙ୍କ ପୀଠରେ ବଡ଼ଓଷା ପାଳନ ହେବ l ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ଵର ।
