ନିଆଁ ବର୍ଷାରୁ ନିସ୍ତାର ନାହିଁ

ପୁଣି ଫେରିଲା ତାତି । ୩୧ ତାରିଖ ଯାଏଁ ଅଧିକ ଖରା ଓ ଗରମ ହେବ ପାଣିପାଗ ବିଭାଗର ଆକଳନ । କିଛିସ୍ଥାନରେ ୪୦ରୁ ୪୩ ଡିଗ୍ରୀ ଛୁଇଁ ପାରେ ତାପମାତ୍ରା । ସେପଟେ ଅଂଶୁଘାତ ମୁକାବିଲା ପାଇଁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର ।

Leave a Reply

Your email address will not be published. Required fields are marked *