ନୂତନ କୌଶଳ ଆପଣାଇ ଆବର୍ଜନାରୁ ଖତ ପ୍ରସ୍ତୁତ

ବାଲେଶ୍ଵର ର ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଆବର୍ଜନା ପେପର ବ୍ୟାଗ ,ଶୁଖିଲା ପତ୍ରରୁ ନୂତନ କୌଶଳ ଆପଣାଇ ଖତ ପ୍ରସ୍ତୁତ କରିଛନ୍ତି । ପ୍ଲାଷ୍ଟିକ ଓ ଧୂଆଁ ଯୁକ୍ତ ଯାନକୁ କ୍ୟାମ୍ପସ ମନା । ପରିବେଶ ପ୍ରଦୂଷଣକୁ ନେଇ ବିଶ୍ଵ ଚିନ୍ତିତ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟର ପଦକ୍ଷେପ । ପରିବେଶ ବିଜ୍ଞାନର ଛାତ୍ର ଛାତ୍ରୀମାନେ ପ୍ରସ୍ତୁତ କାଲେ ଜୈବିକ ଖତ ।

Leave a Reply

Your email address will not be published. Required fields are marked *