କିଟ କାଣ୍ଡ – NHRC ସଦସ୍ୟଙ୍କ ପ୍ରତିକ୍ରିୟା । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଲେ NHRC ସଦସ୍ୟ ପ୍ରିୟଙ୍କ କାନୁନଗୋ ।କିଟ ମ୍ୟାନେଜମେଣ୍ଟ ହିଁ ଘଟଣାର ସଂପୂର୍ଣ୍ଣ ଦାୟୀ । କିଟରେ ନିମ୍ନମାନର ରହଣୀ ପାଇଁ NHRC ଖପ୍ପା । UGC ଗାଇଡଲାଇନ ଉଲ୍ଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । କାର୍ଯ୍ୟାନୁଷ୍ଠାନ ସହ ରିପୋର୍ଟ ଦବାକୁ UGC ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ।