ପଞ୍ଚାୟତସ୍ତରୀୟ ପ୍ରତିନିଧିଙ୍କୁ ମିଳିବ ଅନୁକମ୍ପା ମୂଳକ ରାଶି

ରାଜ୍ୟର ପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା ପ୍ରତିନିଧିଙ୍କୁ ଏଣିକି ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର କାର୍ଯ୍ୟରତ ଅବସ୍ଥାରେ ତାଙ୍କ ମୃତ୍ୟୁ ବା ଅକ୍ଷମତା ସୃଷ୍ଟି ହେଲେ ତାଙ୍କୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ। ଓ୍ୱାର୍ଡମେମ୍ବରଙ୍କଠାରୁ ଜିଲ୍ଲା ପରିଷଦ ସଭାପତିଙ୍କ ଯାଏ ସମସ୍ତେ ଏହି ସୁବିଧା ନେଇପାରିବେ।

Leave a Reply

Your email address will not be published. Required fields are marked *