୮୭ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ । ମନୋଜ କୁମାରଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ । ଅନେକ ହିନ୍ଦୀ ଫିଲ୍ମରେ ଛାଡିଛନ୍ତି ଅଭିନୟର ଛାପ । ମନୋଜ କୁମାରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି । ଭାରତୀୟ ସିନେମାର ଆଇକନ ,ଦେଶାତ୍ମକ ଚିନ୍ତାଧାରା ପାଇଁ ପରିଚିତ । ତାଙ୍କ କାର୍ଯ୍ୟ ଜାତୀୟ ଭାବନାକୁ ପ୍ରଜ୍ଵଳିତ କରିଥିଲା , ସର୍ବଦା ପ୍ରେରଣା ଦେବ । ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ । ମନୋଜ କୁମାରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ଅଭିନେତା ଓ ନିର୍ଦ୍ଦେଶକ ମନୋଜଙ୍କ ଦେହାନ୍ତରେ ଗଭୀର ମର୍ମାହତ । ଭାରତୀୟ ସିନେମାରେ ତାଙ୍କ ଅବଦାନକୁ ଭାରତ କୁମାର ଭାବେ ସ୍ମରଣ କରିବେ ।