ପାକିସ୍ତାନରେ ଯାତ୍ରୀବାହି ଟ୍ରେନ ଅପହରଣ । ଟ୍ରେନ ଅପହରଣ ପରେ ସର୍ଚ୍ଚଅପରେସନ ଜାରି । ୨୦ ଜଣକୁ ହତ୍ୟା କରିଛନ୍ତି ବୋଲି ଦାବି କଲେ ଆତଙ୍କବଦୀ । ଏବେବି ଶହେରୁ ଅଧିକ ବନ୍ଧକ ଥିବା ଦାବି । ବଲୁଚ ଲିବରେସନ ଆର୍ମିର ବନ୍ଧକ ଦାବି । ସେନା ପକ୍ଷରୁ ହେଲିକେପ୍ଟରରେ ସର୍ଚ୍ଚ ଅପରେସନ ଜାରି ।
Sense and Sensible