ପାକିସ୍ତାନରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ କରାଗଲା ଜୋର୍‌ଦାର ସ୍ବାଗତ

ପାକିସ୍ତାନରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ କରାଗଲା ଜୋର୍‌ଦାର ସ୍ବାଗତ l ସେଠ‌ାରେ ଏସସିଓ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଜୟଶଙ୍କର ଯାଇଛନ୍ତି। । ପ୍ରଧାନମନ୍ତ୍ରୀ ଶହୱାଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବା ନେଇ ଚର୍ଚ୍ଚା ହେଉଛି। ୯ ବର୍ଷ ପରେ ଏହା ହେଉଛି ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ l

Leave a Reply

Your email address will not be published. Required fields are marked *